Viral Video ଯେତେବେଳେ ଇଛା ଧାରି ନାଗୁଣୀ ଆସିଲା ସମସ୍ତଙ୍କ ଆଗରେ ଅସଲ ରୂପରେ ସେତେବେଳେ ଘଟିଲା ଆଶ୍ଚର୍ଯ୍ୟଜନକ ଘଟଣା
ଏମିତି ଏକ ମନ୍ଦିର ଯାହାକି ୫୩୦ ବର୍ଷ ହେଲାଣି ଇଛାଧାରି ନାଗୁଣୀ ଓ ନାଗ ମନ୍ଦିରର ରକ୍ଷା କରୁଛନ୍ତି।ଏହି ୨ ଜଣ କାହାର ବି ରୂପ ଧାରଣ କରି ମନ୍ଦିରର ରକ୍ଷା କରନ୍ତି। ୟୁ.ପି ର କାନପୁର ଏମିତି ଏକ ମନ୍ଦିର ଅଛି ଯାହାକି ନାଗ ମେଳା ଲାଗିଥାଏ।ଲୋକମାନେ କୁହନ୍ତି ଯେ ବର୍ଷେ ପୂର୍ବେ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିଲେ। କାନପୁର ର ପଟକପୁର ରେ ଶ୍ରାବଣ ମାସ ସୋମବାର କୁ ଇଛାଧରୀ ନାଗ ପଞ୍ଚମୀ ଦିନ ଭଗବାନ … Read more