ମାଡ଼ି ଆସିବ ଘନ ଅନ୍ଧାର ୧୨ ଜିଲ୍ଲାକୁ କଡ଼ା ସତର୍କ ୫୦ ରୁ ୬୦ କିମି ପବନ ଭାଙ୍ଗିବ ଘର ଦ୍ବାର ଉଡ଼ିବ ଛପର
ପାଣିପାଗ କେନ୍ଦ୍ର ତରଫରୁ ଏବେ ଯାହା ସୂଚନା ମିଳିଛି କି ଆଗକୁ ହେବାକୁ ଯାଉଛି ବର୍ଷା। ଆଉ ୧୨ ତାରିଖରେ ମଧ୍ୟ ବର୍ଷାର ପରିମାଣ ମଧ୍ୟ ବଢ଼ିବାକୁ ଯାଉଛି। ଏନେଇ ସୂଚନା ଦେଇଛି ଓ ରେଡ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର। ଏବେ ଆମେ ଜାଣିବା କି ଓଡ଼ିଶା ଉପରେ ଏହାର ପ୍ରଭାବ କଣ ରହିଛି? ଆଉ କେଉଁ କେଉଁ ଜିଲ୍ଲା ମାନଙ୍କରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି ଏବଂ ସତର୍କ ସୂଚନା … Read more