୧୨ ହାତିଆ ଖଣ୍ତା କୋଉଠି…?ବାବା ର ପୋଲ୍ ଖୋଲିଲେ ଶିବ…!
କଳ୍କୀ ବାବାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଦିନକୁ ଦିନ ଏବେ ତାଙ୍କର ଗୋଟେ ପରେ ଗୋଟେ ପୋଲ ମଧ୍ୟ ଖୋଲିବାରେ ଲାଗିଛି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏବେ ଶିବ ନାମକ ଏକ ବ୍ୟକ୍ତି ତାଙ୍କର ସବୁ ପୋଲ ଖୋଲି ଦେଇଛନ୍ତି। ଆଉ ଖଣ୍ଡଗିରି ରେ ଥିବା ବୈକୁଣ୍ଠ ଧାମ ଆଶ୍ରମର ଧୀରେ ଧୀରେ ସବୁ ଗୁମର ଖୋଲିବାରେ ଲାଗିଛି। ଏଥିରେ ଜଡ଼ିତ ଥିବା ବାବା କାଶୀନାଥ ମିଶ୍ରଙ୍କ … Read more