ପୋଲିସ ବିନା କାରଣରେ ମାରିଲେ, ସେହି ସମୟରେ କଣ ଆମେ ବି ତାଙ୍କୁ ମାରିପାରିବୁ କି? ଦେଖନ୍ତୁ ପୂରା ନିୟମ
ଯଦି କୌଣସି ବ୍ୟକ୍ତିଙ୍କ ସହିତ ପୋଲିସ ମା-ରପି-ଟ କରୁଛି ତେବେ ସେ ବ୍ୟକ୍ତିଜଣକ କଣ ତାଙ୍କ ସହ ମାରପିଟ କରିପାରିବେ। ବାସ୍ତବରେ ପୋଲିସ ଆପଣଙ୍କ ସହ ସେମିତି କରିପାରିବେ ନାହିଁ, ଯେତେବେଳେ ସେମାନେ କାର୍ଯ୍ୟରତ ଥିବେ। ଯଦି ସେମାନେ ଏହିପରି ଦୁର୍ବ୍ୟବହାର କରନ୍ତି ତେବେ ଆପଣ ୧୬୬ ଆଇପିସି ଆଧାରରେ ଆପଣ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିପାରିବେ। ଏଥିରେ ଦୁଇଟି ସ୍ଥିତି ଅଛି। ତେବେ ଆସନ୍ତୁ ଜାଣିବା ସେହି ସ୍ଥିତି ବିଷୟରେ। ପ୍ରଥମଟି … Read more