ଶ୍ରାବଣ ଅମାବାସ୍ୟାରେ କରନ୍ତୁ ଏହି ଉପାୟ, ପିତୃ ଦୋଷରୁ ମିଳିବ ମୁକ୍ତି
ଶ୍ରାବଣ ମାସରେ ଶିବଲିଙ୍ଗକୁ ଅଭିଷେକ କରି ପୂଜା ପାଠ କରିବାର ବିଶେଷ ମହତ୍ୱ ରହିଥାଏ | ଏହାସହିତ ଏହି ପବିତ୍ର ମାସରେ ଅମାବାସ୍ୟା, ପୂର୍ଣ୍ଣିମା, ଶିବରାତ୍ରି ଏବଂ ସୋମବାର ଇତ୍ୟାଦିକୁ ବହୁତ ଶୁଭ ଦିନ ବୋଲି ବିଶ୍ୱାସ କରାଯାଏ | ଏହି ସବୁ ଦିନଗୁଡ଼ିକରେ ବ୍ରତ ଏବଂ ପୂଜା ପାଠ କଲେ ଶୁଭଫଳ ମିଳିଥାଏ | ଏଥର ଶ୍ରାବଣ ମାସର ଅମାବାସ୍ୟା ଅଗଷ୍ଟ ୮ ତାରିଖ ଦିନ ଶନିବାର ଦିନ ପଡୁଛି | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, … Read more